ଧରାପଡ଼ିଲା କଂଗ୍ରେସର ମହାମିଛ ।କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ବଦନାମ୍ କରିବାକୁ ଯାଇ ଅପଦସ୍ତ ହେଲେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ । ଅମିତ ଶାହା କବିଗୁରୁ ରବୀନ୍ଦ୍ରନାଥଙ୍କ ଚେୟାରରେ ବସିବା ନେଇ ଅଧିର ରଂଜନ ଆଣିଥିଲେ ମିଥ୍ୟା ଅଭିଯୋଗ ।ବିଶ୍ୱଭାରତୀର ଭିସିଙ୍କ ସ୍ପଷ୍ଟିକରଣ ପରେ ସାମ୍ନାକୁ ଆସିଲା ସତ ।ବିଜେପି ନେତା ନୁହେଁ ବରଂ କଂଗ୍ରେସ ନେତାମାନେ ଟାଗୋରଙ୍କ ଚେୟାରରେ ବସି କବିଗୁରୁ୍ଙ୍କୁ କରିଛନ୍ତି ଅସମ୍ମାନ...
#ArgusNews #India #Congress
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app