କେଉଁଠି ଚାଷୀ ମାନଙ୍କ ମଣ୍ଡିରେ ଉଠୁନି ଧାନ....ଆଉ କେଉଁଠି ମିଳୁନି ଚାଷୀଙ୍କୁ ସାର....ଏଭଳି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ଧାନ କିଣାରେ ହେଉଛି ମହା ଘୋଟଲା । ପୋଲସରା ଓ ବୁଗୁଡା ଅଞ୍ଚଳର ଚିନ୍ତାରେ ଚାଷୀ...
#ArgusNews #Odisha #Ganjam #Polsara #Mandi_Issue