ମହାରାଷ୍ଟ୍ରରେ ଡରାଉଛି କରୋନା । ସେପଟେ ଗଞ୍ଜାମକୁ ସୁରତ ପରେ ମୁମ୍ବାଇ ଟେନସନ । 3ଟି ଟ୍ରେନରେ ଆସିଲେଣି 15ଶହରୁ ଅଧିକ ପ୍ରବାସୀ । ନା ଟେଷ୍ଟିଂ ହେଉଛି ନା ରେଲୱେ ଷ୍ଟେସନରେ ରହୁଛନ୍ତି ଡାକ୍ତରୀ ଦଳ। ଯାହା ପୁଣି ଥରେ ଗଞ୍ଜାମ ପାଇଁ ବଡ଼ ବିପଦକୁ ଟାଣିଆଣୁଛି...
#ArgusNews #Surat #Mumbai #covid