ଖ୍ରୀଷ୍ଟ ମାସ ପାଇଁ ଆଉ ରହିଲା ମାତ୍ର 9ଟା ଦିନ ...କୋରୋନା କଟକଣା ପାଇଁ ଏଥର ଫିକା ପଡିପାରେ ବଡ ଦିନ I ଭୁବନେଶ୍ୱରରେ ବଡ ଦିନ ପାଳନ ପାଇଁ ଅନୁମତି ମିଳିଥିବାବେଳେ କଟକରେ କୌଣସି ସବୁଜ ସଂଙ୍କେତ ମିଳିପାରିନାହିଁ ..
#ArgusNews #Bhubaneswar #Cuttack #ChristmasDay
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app