ମନ୍ତ୍ରୀ ମାନିଲେ ରାଜ୍ୟରେ ରହିଛି ମଣ୍ଡି ସମସ୍ୟା । ଯେତେ ଲୁଚାଇଲେ ବି ଲୁଚୁନି ରାଜ୍ୟ ସରକାରଙ୍କ ମିଛ । ମଣ୍ଡି, ଟୋକନ ଅବ୍ୟବସ୍ଥା ସହ ଦାଉ ସାଜୁଛି ମିଲରଙ୍କ କଟନି ଛଟନିର ଅଦୃଶ୍ୟ ଟ୍ୟାକ୍ସ । ଯାହାର ଫାଇଦା ଉଠାଇ ମାଲେମାଲ ହେଉଛନ୍ତି ଆନ୍ଧ୍ର ବେପାରୀ । ସେପଟେ ଅନ୍ନଦାତାଙ୍କ ପାଇଁ ନୂଆ ବିପଦ ଆଣିଛି ଅଦିନିଆ ବର୍ଷା ...
#ArgusNews #DhanaMandi_Issue #SushantSingh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app