ଯୁବ ଇଂଜିନିୟରଙ୍କ କମାଲ... ଗୋଟିଏ ପରେ ଗୋଟି ନୂଆ ପ୍ରୋଜେକ୍ଟ ତିଆରି କରି ଚର୍ଚ୍ଚାରେ କୋରାପୁଟର ପୁଅ ଶିଶିର ମଲ୍ଲିକ..ପୂର୍ବରୁ ସେ ଅଟୋମେଟିକ ସାନିଟାଇଜର ମେସିନ ତିଆରି କରିଥିଲେ..ଆଉ ଏବେ ସେ ପ୍ରସ୍ତୁତ କରିଛନ୍ତି ରୋବୋଟିକ ହେଲମେଂଟ...ତେବେ ଆସନ୍ତୁ ଜାଣିବା କଣ ଏହି ହେଲମେଟ୍ ଆଉ ଏହା କିପରି କାର୍ଯ୍ୟ କରିବ ...
#ArgusNews #Koraput #Jaypore #Robotic_Helment