ଜଗା ଦର୍ଶନରେ ଲାଗିଲା କଟକଣା
ରାଜ୍ୟରେ ସଂକ୍ରମଣର ସାଂଘାତିକ ସ୍ଥିତି । ହୁ ହୁ ହୋଇ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାକୁ ଦୃଷ୍ଟିରେ ରଖି ପୁରୀରେ କୋଭିଡ କଟକଣା କଡାକଡି କରାଯାଇଥିବା ବେଳେ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି ....
#ArgusNews #Odisha #Puri #Corona #SOP #Srimandir #Jagannath_Darshan