ଖରିଫ ଧାନ ସଂଗ୍ରହର ପ୍ରଥମରୁ ଜାଲିଆତି... ବେଆଇନ ପଞ୍ଜିକରଣକୁ ନେଇ ଚର୍ଚ୍ଚାରେ ଥିବା ସୁବର୍ଣ୍ଣପୁରରେ ପୁଣି ଦେଖାଦେଇଛି ଆଉ ଏକ ଅନିୟମିତତା । ପୁଣି ଏବେ ଚାଷି ପଞ୍ଜିକରଣ ଜାଲିଆତିର ସଙ୍ଗିନ ଅଭିଯୋଗ ଆସିଛି ଧାନ କ୍ରୟ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାଁରେ...
#ArgusNews #Odisha #Subarnapur #Corruption #Farmers_issue