ଆଜି ବିଶ୍ଵବ୍ୟାପୀ ଓଡ଼ିଆ ମାନେ ପାଳନ କରୁଛନ୍ତି ପଖାଳ ଦିବସ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ବଡ଼ ସିଂହାର ବେଶ ପରେ ଦହି ପଖାଳ ଖାଇ ନିଦ୍ରା ଯାଆନ୍ତି । ପଖାଳ ଯେଭଳି ପୁରୁଣା ଏହାକୁ ପରଷା ଯାଉଥିବା ପାତ୍ର ମଧ୍ୟ ସେମିତି ପୁରୁଣା । ଓଡ଼ିଆଙ୍କ ପ୍ରିୟ ପଖାଳ ପର୍ବ ଅବସର ରେ ଆସନ୍ତୁ ଜାଣିବା ଆମ ରାଜ୍ୟରେ ଥିବା ଅନେକ ରକମର କଂସା ଆଉ ପିତ୍ତଳ ବେଲାର ଜଣେ ନିଆରା ସଂଗ୍ରହକାରୀଙ୍କ ସମ୍ପର୍କରେ ...
#ArgusNews #Odisha #pakhaladay #pakhaladibasa2021