ଓଡିଶାର ଛାତ୍ରଛାତ୍ରୀ ଯିବେ ନାସା । ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ଛାତ୍ରଛାତ୍ରୀ ମାନେ ନାସାରେ ଦେଖାଇବେ ନିଜର କମାଲ । ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ସାରା ବିଶ୍ୱର ୮୭ ଟିମ ଭାଗ ନେଉଥିବା ବେଳେ ଓଡିଶାରୁ ୧୦ ଛାତ୍ରଛାତ୍ରୀଙ୍କୁ ନାସା ଯିବାକୁ ମିଲିଛି ବଡ ସୁଯୋଗ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଢେର ଉତ୍ସାହ ...
#ArgusNews #Odisha #NASA
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/ap