ଜଣେ ହୋମିଓପ୍ୟାଥିକ ଡାକ୍ତର ଏବେ ଖୁବ ନାଁ କରିଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ନିୟୋଜିତ ଥିଲେହେଁ ସଫଳତାର ସହ ସେ ଜଟିଳ ପ୍ରସବ ଜନିତ ସମସ୍ୟାକୁ ସମାଧାନ କରି ହୃଦଯ ଜିତିଛନ୍ତି । ତାଙ୍କ ଉପସ୍ଥିତି ହିଁ ବଢ଼ାଇଦେଉଛି ଗର୍ଭବତୀ ମା ମାନଙ୍କ ଆଶା ଓ ଭରସା । ୧୦ ବର୍ଷର ଚାକିରୀ କାଳରେ ସେ ପାଖାପାଖି ୧୨୦୦୦ ପ୍ରସବ ସଫଳତାର ସହିତ ବିନା ଅପରେସନରେ କରାଇପାରି ସେ ସ୍ୱାସ୍ଥ୍ୟ କେନ୍ଦ୍ରର ମର୍ଯ୍ୟଦା ବଢ଼ାଇଛନ୍ତି ...
#ArgusNews #Odisha #Dhenkanal #GoodNews #Health #MotherAndChildCare
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app