ଭିଜିଲାନ୍ସ ଜାଲରେ ଢେଙ୍କାନାଳ ନିହଲପ୍ରସାଦ ଥାନା ଅଧିକାରୀ । ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରାପଡିଲେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା। ଯୌତୁକ ନିର୍ଯାତନା କେସରେ ମାମଲା ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରାଯାଇଛି ....
#ArgusNews #VgilanceRaid #Dhenkanal #NihalPrasad
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app