ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତ ର ନରେନ୍ଦ୍ରପୁର ନାଥସାହି ଗ୍ରାମର ଜଣେ ଯୁବକ ମହିଳା ଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲେ , ମହିଳା ଜଣକ ପାଟି କରିବାରୁ କିଛି ଲୋକ ଉଠି ଧରି ଯୁବକ କୁ ବାନ୍ଧିବା ସହ ମାଡମାରିଥିଲେ..
#ArgusNews #Odisha #Puri #Kaktpur #Mischief .