#ମୁହଁରୁ_ଅନର୍ଗଳ_ନିଷୃତ_ହେଉଛି_ବେଦମନ୍ତ୍ର
ମହା ମତ୍ୟୁଞ୍ଜୟ ମନ୍ତ୍ରଠୁ ଗଣେଷ ବନ୍ଦନା ସବୁକିଛି ମୁଖସ୍ଥ କରିଛନ୍ତ ମୁସଲିମ ଝିଅ । ଜାତିଧର୍ମର ଭେଦଭାବଠୁ ଉର୍ଦ୍ଧ୍ବକୁ ଯାଇ ସାଜିଛନ୍ତି ଅନନ୍ୟ ଉଦାହରଣ । ଭାରତୀୟ ଜାତି ଏକ ବୋଲି କୁହନ୍ତି ମାମୁନି.....
#ArgusNews #Odisha #Balasore #SpecialStory #muslimgirl