ହୀରାକୁଦ ଜଳଭଣ୍ଡାରର ନିଶିଦ୍ଧାଚଂଳରେ ବେଧଡକ ଚାଲିଛି ମାଛଧରା । ହୀରାକୁଦ ଜଳଭଣ୍ଡାର କରାଳ ରୂପ ଧାରଣ କରିଥିବା ବେଳେ ଡ୍ୟାମରେ ଜଳପତନ ବୃଦ୍ଧି ପାଉଛି.. ତଥାପି ମତ୍ସ୍ୟଜୀବୀ ମାନେ ଏଭଳି ସ୍ଥିତିରେ ଅତି ବିପଦଜନକ ଭାବରେ ହୀରାକୁଦ ଜଳ ଭଣ୍ଡାରର ସ୍ପିଲ୍ୱେ ଠାରୁ ଅଳ୍ପଦୂରରେ ଥିବା ଏକ ସ୍ଥାନରେ ମାଛ ଧରୁଛନ୍ତି...
#ArgusNews #Sambalpur #Hirakud_Dam #Fisherman