ସର୍ବଭାରତୀୟ ବ୍ୟବସାୟୀ ସଂଘ ଅର୍ଥାତ CAIT ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଭାରତ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ୪୦,୦୦୦ ବ୍ୟବସାୟୀ ସଂଘ ସହ ଜଡ଼ିତ ୮ କୋଟିରୁ ଅଧିକ ବ୍ୟବସାୟୀ ସମର୍ଥନ ଜଣାଇଛନ୍ତି ....
#ArgusNews #CAIT #BharatBandh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app