ବିଶ୍ଵ ପଖାଳ ଦିବସ ଅବସରରେ ପ୍ରତେକ ଓଡ଼ିଆଙ୍କୁ ବାଲୁକାକଳା ଜରିଆରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ...
#ArgusNews #Odisha #Puri #sandart #SudarshanPattnaik