#ଖାକିରେ_ଲାଗିଲା_କଳଙ୍କ
ବନ୍ଧା ହେଲେ ପୋଲିସ ବାବୁ । ନର୍ସଙ୍କୁ ପ୍ରେମ ଜାଲରେ ଫସାଇ ପ୍ରତାରଣା କରିବା ପଡ଼ିଲା ମହଙ୍ଗା । ନର୍ସ ଜଣଙ୍କ ଆତ୍ମହତ୍ୟା କରିବା ପରେ ଗିରଫ ହେଲେ ଝାରସୁଗୁଡ଼ା ବନହରପାଲି ଥାନାର ଏଏସ୍ଆଇ ଯୁଗଳ ସେଠ୍ । ତାଙ୍କୁ ନିଲମ୍ବନ କରିଛନ୍ତି ଏସପି...
#ArgusNews #Odisha #Jharsuguda #nursesuicide #ArrestPoliceASI