ରୋଡ୍ ସୋ, ପଦଯାତ୍ରା ଓ ରାଲି ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ
ଦିନକୁ ଦିନ ବଢୁଛି କୋରୋନା ଗ୍ରାଫ୍। ହେଲେ ଅମାନିଆ ହେଉଛନ୍ତି ଲୋକେ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକେ ମାନୁନାହାଁନ୍ତି କୋଭିଡ ଗାଇଡଲାଇନ...
#ArgusNews #Odisha #Corona_Guideline #Cuttack #Corona_Graph_Hike