ଦୀର୍ଘ ୧ବର୍ଷର ଦାବି ପରେ କର୍ତ୍ତବ୍ୟଋତ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର। ଏନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଏଥିରେ ରାଜ୍ୟର ୬, ୯୪୪ କାର୍ଯ୍ୟଋତ ସାମ୍ବାଦିକ ଉପକୃତ ହେବେ ବୋଲି ଜଣାପଡିଛି....
#ArgusNews #Odisha #Journalist #covidwarrior Information & Public Relations Department, Government of Odisha CMO Odisha