ବିଜେଡି ବିଧାୟକଙ୍କ ଔଦ୍ଧତ୍ୟ.....ଲାଇଭ୍ ସୋରେ ମହିଳାଙ୍କୁ ଦେଉଛନ୍ତି ଧମକ.....କେସ୍ ଠୁଙ୍କିଦେବେ ବୋଲି
କହିଲେ ସମ୍ବିତ ରାଉତରାୟ....କୁଆଡେ ଗଲା ମୁଖିଆଙ୍କ ଗୁରୁମନ୍ତ୍ର । ଭଦ୍ର ଓ ନମ୍ରର ଇଏ କି ଉଦାହରଣ ।ଅସଲ ଚେହେରା ପଦାରେ ପଡିଯିବା ପରେ ବାଉଳି ଚାଉଳି ହେଉଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସମ୍ବିତ ...
#ArgusNews #Odisha #BJD #sambit_routray
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app