ଗରିବଙ୍କ କଲ୍ୟାଣ ଲାଗି ସରକାରଙ୍କ ଅନେକ ଯୋଜନା । ହେଲେ ଏହି ଯୋଜନାରୁ ଯୋଜନ ଦୂରରେ ପ୍ରକୃତ ହିତାଧିକାରୀ । ଖାଲି ସେତିକି ନୁହେଁ, ଯୋଜନାରେ ପଂଜୀକୃତ ହେବା ପାଇଁ ବାରମ୍ବାର ସରକାରୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅନୁଗୁଳ ଛେଣ୍ଡିପଦା ବ୍ଲକ ସିତିରାସାହି ଗାଁର ବିଧବା ଅସହାୟ ମହିଳା ପିମ୍ପୁଡି ବେହେରା.....
#ArgusNews #Odisha #Angul #Chhendipada #Asahaya #Govt_Scheme_Fail