‘ପରୀକ୍ଷା ଦର୍ପଣ ଲୋକାର୍ପଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପରୀକ୍ଷା । ସାମ୍ଭାବ୍ୟ ପ୍ରଶ୍ନକୁ ନେଇ 700 ପୃଷ୍ଠ।ର ହେବ ‘ପରୀକ୍ଷା ଦର୍ପଣ’ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି ....
#ArgusNews #SameerDash #EducationalMinister #ParikhysDarpana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app