#ପ୍ରଧାନମନ୍ତ୍ରୀ_ଜୀବନ_ଜ୍ୟୋତି_ବୀମା_ଯୋଜନା
ବର୍ଷକୁ ୩୩୦ ଟଙ୍କାର ପ୍ରମିୟମ...ମିଳିବ ୨ ଲକ୍ଷ ଟଙ୍କାର ବୀମାରାଶି...ବୀମା ପାଇଁ ଡାକ୍ତରୀ ଯାଞ୍ଚ ନୁହେଁ ବାଧ୍ୟତାମୂଳକ...ବୀମା ମ୍ୟାଚୁରିଟି ଅବଧି ୫୫ ବର୍ଷ...୧୮ରୁ ୫୦ ବର୍ଷ ବୟସର ନାଗରିକ ଉଠାଇ ପାରିବେ ଲାଭ...
#ArgusNews #Odisha #PMJJBY #Insurance