କନ୍ଧମାଳର ସଫଳ ଚାଷରେ ଯୋଡିହେଲା କଦଳୀ
କନ୍ଧମାଳର ବଣ ଜଙ୍ଗଲ ଘେରା ପାହାଡିଆ ଅଞ୍ଚଳରେ କଦଳୀ ଚାଷ କରି ସଫଳ ହୋଇଛନ୍ତି ଜଣେ ଆଇଟିଆଇ ଛାତ୍ର । ଏହି ଅଞ୍ଚଳ କଦଳୀ ପାଇଁ ଅନୁକୂଳ ନୁହଁ ବୋଲି ଯେଉଁମାନେ କହୁଥିଲେ ସେମାନେ ଏବେ ଏହି ଚାଷ ଦେଖି ଚାଷୀଙ୍କୁ ପ୍ରଶଂସା କରିବାକୁ ପଛାଉନାହାନ୍ତି । ଅଢେଇ ଏକର ଜମିରେ ୩ ହଜାର ୮୬ ଟି କଦଳୀ ଚାରା ଲଗାଇଥିବା କନ୍ଧମାଳ ଜିଲା ଫୁଳବାଣୀ ବ୍ଲକ ବୁଢ଼ାଦାନୀ ଗ୍ରାମର ଛାତ୍ର ପ୍ରକାଶ ଚନ୍ଦ୍ର ଦେହୁରୀ ଏବେ ସବୁଜ ଲମ୍ବା କଦଳୀ କାନ୍ଧି ଦେଖି ବେଶ ଭଲ ଆୟ କରିବେ ବୋଲି ଆକଳନ କରିଛନ୍ତି......
#ArgusNews #Odisha #Kandhamal #Banana_Farming #ITIStudent
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app