ହ୍ରାସ ପାଇଛି ମହାମାରୀ କୋରୋନା । ଆସିଯାଇଛି କୋଭିଡ ଭ୍ୟାକସିନ୍ । ହେଲେ ଏବେ ବି ଟଳିନି ବିପଦ । ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ କୋରୋନା ଦୂରେଇ ନଥିବାବେଳେ ଲୋକେ କିନ୍ତୁ ବେଫିକର୍ ହୋଇଯାଇଛନ୍ତି । ଏବେ ନା କାହା ମୁହଁରେ ମାସ୍କ ଅଛି । ନା ସାମାଜିକ ଦୂରତା କି ହାତ ସାନିଟାଇଜ୍ କରାଯାଉଛି । ଧିରେ ଧିରେ କୋଭିଡ ଗାଇଡଲାଇନକୁ ଭୁଲିଗଲେଣି ଲୋକେ....
#ArgusNews #Odisha #Corona_Vaccine #sanitizers