ତାଣ୍ଡବ ରଚିଲା ତାଣ୍ଡବ I ଓ୍ବେବ ସିରିଜରେ ହିନ୍ଦୁ ବିରୋଧି ଆଚରଣକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା । ସିରିଜ ନିର୍ମାତାଙ୍କ ବିରୋଧରେ ତେଜିଲା ସ୍ବର । ଓ୍ବେବ ସିରିଜ ନାଁରେ ଧର୍ମକୁ କଳୁଷିତ କରାଯାଉଥିବାର ଅପଚେଷ୍ଟା । ଦେଖିବା ଏଇ ରିପୋର୍ଟରେ । ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଉଥିବାର ଅଭିଯୋଗ Iବୟେକଟ ଆମାଜନ ପ୍ରାଇମ ସପକ୍ଷରେ ସୋସିଆଲ ମିଡିଆରେ ଅଭିଯାନ ...
#ArgusNews #India #Tandav #WebSeries #Amazon_Prime
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app