ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଗ୍ରୀନ ସିଗନାଲ । ସେବାୟତଙ୍କୁ ନେଇ ପାଳନ ହେବ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କଟକଣା ଭିତରେ ରଥଯାତ୍ରା ହେବାକୁ ବିଏମସି ପକ୍ଷରୁ SOP ଜାରି । କଟକଣା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପରମ୍ପରା ସୁରଖୁରୁରେ ସମ୍ପର୍ଣ୍ଣ ହେବା ନେଇ ସମସ୍ତଙ୍କ ଆଶା ...
#ArgusNews #Bhubaneswar #RukunaRatha #SRILingaraj #Odisha #Festival #Corona