ଭୂମିହୀନ ଆଦିବାସୀଙ୍କୁ ଅଣଦେଖା । ଜମି ପଟ୍ଟା ନଥିବାରୁ ଆବାସ ନିର୍ମାଣ କରିପାରୁନାହାନ୍ତି ହିତାଧିକାରୀ । ଆଉ ଏନେଇ ସରପଞ୍ଚଙ୍କ ଠାରୁ ବ୍ଳକ ଅଫିସରେ ଗୁହାରି ଜଣାଇଥିଲେ ବି ହିତାଧିକାରୀଙ୍କୁ ଦୁଃଖ ବୁଝିବାକୁ କେହି ନାହିଁ...
#ArgusNews #Odisha #Balasore #Homeless #Awas_Yojona