ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ଅରୁଣ ସାହୁ । ସରକାରଙ୍କ ଗଳାରେ ସାଜିଛନ୍ତି କଣ୍ଟା.....ମାହାଙ୍ଗା ଡବଲ ମର୍ଡର ଓ ନୟାଗଡ ନାବାଳିକା ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ଏହି ଦୁଇମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଆସିଛି ଅଭିଯୋଗ । ହେଲେ ସରକାର ନେଉନାହାନ୍ତି ଆକ୍ସନ......ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ...
#ArgusNews #Pratapjena #ArunSahu #PareeCase #mahangacase
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app