NEET ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଧର୍ମଶାଳା ଅଣ୍ଟିଆ ଗ୍ରାମର ଗୌରୀଶଙ୍କର ମହାପାତ୍ର ଓ ମିନତୀ ମହାପାତ୍ରଙ୍କ ପୁଅ ସବ୍ୟସାଚୀ ମହାପାତ୍ର 720 ନମ୍ବର ରୁ 613 ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସଫଳତା ପାଇବା ପରେ କଣ କହୁଛନ୍ତି ସବ୍ୟସାଚୀ ମହାପାତ୍ର ଶୁଣନ୍ତୁ
#ArgusNews #Odisha #Jajpur #Dharmasala #NEET #Sabyasachi_Mahapatra