ତାଳଚେରର ରଙ୍ଗାମାଟିଆ ଗ୍ରାମର ଚିଣ୍ଟୁ ମହାପାତ୍ର ନିଜ ପୋଷା ଘୋଡ଼ାକୁ ବିକିବାକୁ ଚାହୁଁଛନ୍ତି l ଦୁଇ ବର୍ଷ ତଳେ ୫0 ହଜାର ଟଙ୍କାରେ କିଣିଥିଲେ ଗୋଟିଏ ଘୋଡ଼ା l କିନ୍ତୁ ଅର୍ଥାଭାବରୁ ଏବେ ସେ ଘୋଡ଼ାକୁ ରାଜ୍ୟ ସରକାରଙ୍କୁ ବିକିବାକୁ ଚାହୁଁଛନ୍ତି....
#ArgusNews #Odisha #Talcher #Horse #Sell #Odisha_Govt #Request