ପୁରୀ ଟାଉନଥାନା ପୋଲିସର ମାତ୍ରାଧିକ ଦବଙ୍ଗଗିରୀ। ଯାହାକି ଏଵେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଈଛି। ନାଲିଆ ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତି ହେଉଛନ୍ତି ପୁରୀ ଟାଉନଥାନାର ଏଏସଆଇ ଜିତେନ୍ଦ୍ର କୁମାର ଗୁମାନସିଂ,,,ଯିଏକି ଜଣେ ବ୍ୟକ୍ତିଙ୍କୁ ଘରେ ପଶି ତାଙ୍କୁ ବାଡେଉଛନ୍ତି। ଓ ତାଙ୍କ ପାଖରେ ଅଛନ୍ତି ଜଣେ କନିଷ୍ଠବଳ।