#ବ୍ଲକ_କାର୍ଯ୍ୟାଳୟରୁ_ଶାଗୁଆନ_କାଠ_କାଟି_ନେଇଥିବା_ଅଭିଯୋଗ
#ଅଧ୍ୟକ୍ଷାଙ୍କ_ଉପସ୍ଥିତିରେ_କାଠ_ଚୋରି_ଅଭିଯୋଗ
ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ସଂଗୀନ ଅଭିଯୋଗ । ବ୍ଲକ କ୍ୟାମ୍ପସରୁ କାଟି ନେଇଛନ୍ତି ମୂଲ୍ୟବାନ ଶାଗୁଆନ୍ ଗଛ । ହାଇକୋର୍ଟରେ ମାମଲା ରୁଜୁ ପରେ ସତ୍ୟବାଦୀ ପୋଲିସ ଲଗାଇଛି ଦଫା । ହେଲେ ଏବେ ସୁଦ୍ଧା ନେଇନି କାର୍ଯ୍ୟାନୁଷ୍ଠାନ । ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀଙ୍କନ ନାଁରେ ଅଭିଯୋଗ ସତ୍ତ୍ବେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ, ପ୍ରଶ୍ନ କରିଛନ୍ତି ଅଂଚଳବାସୀ....
#ArgusNews #Odisha #Puri #Stayabadi #Block_President #complain