ବିଜେଡ଼ି ଉପ ସଭାପତି ଦେବୀ ମିଶ୍ର : କେନ୍ଦ୍ର ରାଜ୍ୟ ସଂଘୀୟ ବ୍ୟବସ୍ଥାରେ ଏସବୁ ହୁଏ । ବହୁତ ଯୋଜନା କେନ୍ଦ୍ରୀୟ ଅନୁଦାନ ରହୁଛି । ଅନେକରେ ରାଜ୍ୟ ବି ଅଧିକ ଅନୁଦାନ ଖର୍ଚ୍ଚ କରୁଛି । ରାଜ୍ୟ ଠାରୁ ତ ଟିକସ ନେଉଛନ୍ତି ...ଏଥିପାଇଁ ନିର୍ଦ୍ଧାରିତ ନିତି ରହିଛି । କେହି ପକେଟ୍ ରୁ ଦେଉନାହାନ୍ତି ...
#ArgusNews #DebiMishra #BJD
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app