ଶବକୁ ସମ୍ମାନର ଶ୍ରେଷ୍ଠ ନିଦର୍ଶନ :ନୁଆଁ ରୂପ ପାଇଲା ଗାଁ ମଶାଣି
ଶବ ପ୍ରତି ଶେଷ ସମ୍ମାନର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରେ l ସ୍ଥାନୀୟ ମହାବୀର ଯୁବକ ସଂଘର ସଦସ୍ୟ ମାନେ ଅର୍ଥ ଆଦାୟ ସହିତ ଶ୍ରମଦାନ କରି ଗାଁ ମଶାଣିକୁ ଦେଇଛନ୍ତି ନୁଆଁ ରୂପ....
#ArgusNews #Odisha #Nayagad