ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ବଢ଼ାଇଲା ଚିନ୍ତା...
ରାଜ୍ୟରେ 5 ଜଣଙ୍କ ଟେଷ୍ଟେ ହେଲେ ଜଣେ ବାହାରୁଛନ୍ତି ପଜିଟିଭ...ଆଠ ଜିଲ୍ଲାରେ ସଙ୍ଗୀନ ହେଉଛି ପରିସ୍ଥିତି...ଏସବୁ ଜିଲ୍ଲାରେ ପ୍ରାୟ 58 ପ୍ରତିଶତ ଆକ୍ଟିଭ କେସ ରହିଛି...କ୍ରିଟିକାଲ କେୟାର ବେଡ଼ର ଆବଶ୍ୟକତା ବଢ଼ିବା ବି କରୋନାର ଗମ୍ଭୀର ସ୍ଥିତି ଆଡ଼କୁ ଇସାରା କରୁଛି...
#ArgusNews #Odisha #Covid_Patient #Covid_Positive