୪ ବର୍ଷରେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ୧୭୦ ବିଧାୟକ । ୨୦୧୬ରୁ ୨୦୨୦ ମଧ୍ୟରେ କଂଗ୍ରେସ ନେତାମାନେ ହାତକୁ କହିଛନ୍ତି ବାଏ ବାଏ । ଦଳଛଡ଼ା ବିଧାୟକଙ୍କ ଯୋଗୁଁ ୫ଟି ରାଜ୍ୟରେ କ୍ଷମତାରୁ ବିଦା ହେଇଛି କଂଗ୍ରେସ । ନିବାର୍ଚନ ବାବଦରେ ସର୍ଭେ କରୁଥିବା ଏକ ସଂସ୍ଥା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ବା ଏଡ଼ିଆର୍ ତରଫରୁ ମିଳିଛି ଏହି ତଥ୍ୟ...
#ArgusNews #National #Leader #MLA #Congress