ପାଣି ପାଇଁ ହଇରାଣ... ଗରା, ମାଠିଆ ଧରି ପୋଖରୀ ପାଖେ ଭିଡ। ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଁଳାଡିହ ଗ୍ରାମବାସୀ । ସରକାରୀ ଟ୍ୟାପ ପଏଣ୍ଟ ଅଛି, ନଳକୂପ ବି ଅଛି.... ହେଲେ ସବୁ ଅଚଳ । ଫଳରେ ପୋଖରୀ, ନଈର ଅପରିଷ୍କାର ଜଳ ଏବେ ଗାଁ ଲୋକଙ୍କ ପାଇଁ ଏକମାତ୍ର ବିକଳ୍ପ ପାନୀୟ ଜଳ ପାଲଟି ଯାଇଛି....
#ArgusNews #Odisha #Khurda #Chilika #WaterIssue #DirtyWater