ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର । ବିଜୟୀ ମୁକୁଟ ପିନ୍ଧିବା ପାଇଁ 3 ପ୍ରମୁଖ ଦଳ ମଧ୍ୟରେ ଜୋରଦାର ରେସ । ଏହି ରେସରେ ମଧ୍ୟ ପଛରେ ପଡିନି ବିଜେଡି । ଆଜି ପ୍ରେସମିଟ ମାଧ୍ୟମରେ ବାଲେଶ୍ବରର ବିଭିନ୍ନ ସମସ୍ୟା ଏବଂ ଉନ୍ନତିମୂଳକ କାର୍ଯ୍ୟର ତାଲିକା ଉପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା....
#ArgusNews #Odisha #Balasore #Panchayati_Raj_Minister #Pratap_Jena #By_Election #Pressmeet