ତାତିଲେ ଗ୍ରାମବାସୀ, ଘେରିଲେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ
ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୫୦୦ ଗ୍ରାମବାସୀ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଛନ୍ତି। ବେଆଇନ ଭାବେ ଲଣ୍ଡାକୋଟ,ରତାଖଣ୍ଡୀ,ଦଲଦଲି, ଗାଈଘାଟି ପ୍ରଭୁତି ସଂରକ୍ଷିତ ଜଙ୍ଗଲରୁ ଅନୁପ୍ରବେଶକାରୀଙ୍କୁ ଉଚ୍ଛେଦ କରାଯାଉ ବୋଲି ଦାବି ମଧ୍ୟ କରିଛନ୍ତି....
#ArgusNews #Odisha #Sambalpur #strike
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app