ପୁଣି ରାଜଧାନୀରେ ନକଲି ସାମ୍ୱାଦିକ ଗିରଫ । ସାମ୍ୱାଦିକତା ନାଁରେ ଚାଲୁଥିଲା ଦାଦାବଟି ଆଦାୟ । ଏଭଳି ଏକ ଠକକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଅଭିଯୁକ୍ତର ନାମ ସୁନିଲ ସାମନ୍ତରାୟ । ସରକାରୀ ମେଡିକାଲ କଲେଜରେ ସିଟ ପାଇଁ 15 ଲକ୍ଷ ଟଙ୍କା ଦେଇ ଆଡମିଶନ ମଧ୍ୟ କରାଉଥିଲା.....
#ArgusNews #Odisha #Bhubaneswar #Nayapalli #Duplicate_Journalist