ରାଜ୍ୟରେ 10 ହଜାର ଉପରେ ଟ୍ରେଣ୍ଡ ଜାରି। 24 ଘଣ୍ଟାରେ 10 ହଜାର 321 ନୂଆ ପଜିଟିଭ। ଖୋର୍ଦ୍ଧାରେ 15ଶହ ପାର ଆକ୍ରାନ୍ତ। ପୁଣି 22 ଜୀବନ ନେଲା କିଲର ଭାଇରସ। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୭୭୯ ଜଣ କ୍ବାରେଣ୍ଟାଇନରୁ ହୋଇଥିବାବେଳେ ୪୫୪୨ ଜଣ ଲୋକାଲ କେସ୍ ରହିଛି ...
#ArgusNews #Odisha #CoronaUpdate #StateCoronaUpdate #CoronaVirus #Khordha