ଅଭିଯୁକ୍ତ ପରୀର ତଣ୍ଟିଚିପି ହତ୍ୟା କଲା ବେଳେ ତା ନାକରୁ ରକ୍ତ ବାହାରିଥିବା ଏସଆଇଟି ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଜଣକ ନିଜ ଗାମୁଛାରେ ରକ୍ତ ପୋଛିଥିଲା । ତେବେ ସୂଚନା ପାଇବା ପରେ ଏସଆଇଟି ଯଦୁପୁର ସ୍ଥିତ ସରୋଜଙ୍କ ଘରୁ ଗାମୁଛା ଜବତ କରିଛି....
#ArgusNews #ArgusUpdate #Odisha #Nayagad #Paree #Investigation