ସ୍ୱାମୀମାନେ ସାବଧାନ । ସ୍ତ୍ରୀଙ୍କୁ ନିଜର ସ୍ଥାବର ସମ୍ପତି କିମ୍ବା ଏକ ବସ୍ତୁ ବୋଲି ଭାବୁଥିଲେ ଆପଣ ଛନ୍ଦି ହୋଇ ପାରନ୍ତି ଆଇନ ଜାଲରେ । ମାର୍ଚ୍ଚ ୨ ତାରିଖ ଦିନ ଦେଶର ସର୍ବୋଚ୍ଚ ଅଦାଲତ ଏକ ମାମଲାରେ ଦେଇଛନ୍ତି ଏମିତି ଏକ ଗୁରତ୍ୱପୂର୍ଣ୍ଣ ରାୟ । ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଥିବା ଏକ ଯୌତୁକଜନିତ ଘଟଣାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏପରି ରାୟ ଏବେ ସୃଷ୍ଟି କରିଛି ଚର୍ଚ୍ଚା...
#ArgusNews #Supreme_Court #Wife