ଜବରଦଖଲ କାରୀଙ୍କ କବଜାରେ ଥିବା ଜଗା ଜମିକୁ ଫେରାଇ ଆଣିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । 6 ମାସ ଭିତରେ ମହାପ୍ରଭୁଙ୍କ 60 ହଜାର ଏକର ଜମିର ଆର ଓ ଆର ବା ରେକର୍ଡ ଅଫ ରାଇଟ୍ସ ପ୍ରସ୍ତୁତ କରିବାକୁ 2019 ନଭେମ୍ବରରେ କହିଥିଲେ ସର୍ବୋର୍ଚ୍ଚ ଅଦାଲତ । ଏହା ଭିତରେ ଗୋଟିଏ ବର୍ଷ 4 ମାସ ବିତିଗଲାଣି କିନ୍ତୁ ସ୍ଥିତି ଯାହା ଥିଲା ସେଇଆ....
#ArgusNews #Odisha #Puri #Jagannath_Land