ଅରୁଣଙ୍କ ସୁରକ୍ଷା ପାଇଁ ମାଗିଲେ ମହଲତ...ପରୀ ନ୍ୟାୟ ବାଟବଣା ପାଇଁ ଦାମୀ ଓକିଲ...ପରୀ ମାମଲାରେ ସିବିଆଇ ତଦନ୍ତ ଆବେଦନ ଉପରେ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟରେ 4 ସପ୍ତାହ ସମୟ ମାଗିଲେ ରାଜ୍ୟ ସରକାର । ଯାହାକୁ ନେଇ ଉଠିଛି ପ୍ରଶ୍ନ....
#ArgusNews #Odisha #JusticeForParee #SIT #SupremeCourt