ଜହ୍ନ ରାଇଜରେ ଜାଗା.... ସ୍ୱପ୍ନ ଭଳି ଲାଗୁଥିଲେ ବି ନିଜ ପ୍ରେମ ପାଇଁ ଏହାକୁ ସତ କରିଛନ୍ତି ରାକେଶ । ପ୍ରେମକୁ ଚିରସ୍ଥାୟୀ କରିବା ପାଇଁ ସ୍ଵାମୀ ରାକେଶ ତାଙ୍କ ସ୍ତ୍ରୀ ସ୍ମରଣିକାକୁ ଉପହାର ଦେଇଛନ୍ତି ଜହ୍ନ ରାଇଜରେ ଜାଗା...
#ArgusNews #Odisha #Lunar_Property #Athagarh #Cuttack #Land_Registration