ରାଉରକେଲା ସିଭିଲ୍ ଟାଉନସିପରେ ଜମି କେଳେଙ୍କାରୀ । ଭୁଲ୍ ସତ୍ୟପାଠ ଦେଇ ବଡବଡିଆ ହାତେଇଛନ୍ତି ଏକାଧିକ ଜମି । ଅଭିଯୋଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଦୁର୍ନୀତିର ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ.....
#ArugsNews #Odisha #Rourkela #Township #Land_Issue