ରାଜ୍ୟରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର
ସରକାର କହୁଛନ୍ତି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ମିଳୁଛି ପ୍ରାଥମିକତା । ଏଥିପାଇଁ ଯୋଜନା ସହ ଖର୍ଚ୍ଚ ହେଉଛି କୋଟି କାଟି ଟଙ୍କା । କିନ୍ତୁ ରାଜ୍ୟରେ ଅନେକ ଏମିତି ଜାଗା ଅଛି ଯେଉଁଠି ଡ଼ାକ୍ତରଙ୍କୁ ଚାହିଁ ଚାହିଁ ଫେରିଯାଉଛନ୍ତି ରୋଗୀ....
#ArgusNews #Odisha #Bolangir #HospitalProblem